କୁଞ୍ଜରଗମନା Kun̄jaragamanā

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କୁଞ୍ଜର+ଗମନ+ସ୍ତ୍ରୀ. ଆ) — ହାତୀର ଗତି ପରି ଯେଉଁ ସ୍ତ୍ରୀର ଗତି ଧୀର— ମନ୍ଥର; ଧୀରଗମନା — With footsteps like those of an elephant (applied to a young woman who walks slowly and majestically)