କୁଞ୍ଚନ Kun̄chana
- ସଂ. ବି. (କୁଞ୍ଚ ଧାତୁ=ବକ୍ର ଗମନ କରିବା; ସଂକୁଚିତ ହେବା + ଭାବ. ଅନ) — ସଂକୋଚ କରଣ; ସଂକୋଚନ — Contraction; curling
- ସଂ. ବି. (କୁଞ୍ଚ ଧାତୁ=ବକ୍ର ଗମନ କରିବା; ସଂକୁଚିତ ହେବା + ଭାବ. ଅନ) — ବକ୍ରୀକରଣ — Curving; bending
- ସଂ. ବି. (କୁଞ୍ଚ ଧାତୁ=ବକ୍ର ଗମନ କରିବା; ସଂକୁଚିତ ହେବା + ଭାବ. ଅନ) — ଅନାଦର — Disregard
- ସଂ. ବି. (କୁଞ୍ଚ ଧାତୁ=ବକ୍ର ଗମନ କରିବା; ସଂକୁଚିତ ହେବା + ଭାବ. ଅନ) — ଧୂଳି ଆଦି ପଡ଼ିବା ଯୋଗୁଁ ହେବା ନେତ୍ରରୋଗବିଶେଷ; ଆଖି ବୁଜି ହୋଇ ଖୁଞ୍ଚି ହେବା — Contracting of the eyelid and aching of the eye, due to the presence of particles of foreign matter