କୁଞ୍ଚାଇବା Kun̄chāibā

  • ଦେ. କ୍ରି — କୁଞ୍ଚିବାର ଣିଜନ୍ତ ରୂପ — Causative form of Kun̄chibā
  • ଦେ. କ୍ରି — କୁଞ୍ଚାଇ ତରଙ୍ଗ ମାଳେ ତଟିନୀର ବେଣୀ। ରାଧାନାଥ, ମହାଯାତ୍ରା।