କୁଞ୍ଚ ଖୋସିବା Kun̄cha khosibā

  • ଦେ. କ୍ରି. — ଫେର ଖୋସିବା; ପିନ୍ଧି ଥିବା ଲୁଗାର ସାମନା ପାଖ କୁଞ୍ଚା ଅଂଶର ଯେଉଁ କାନି ତଳକୁ ଝୁଲୁ ଥାଏ ତାକୁ ଦୋଓଡ଼ କରି ଲାହି ପାଖେ ଆଣି ଖୋସିବା — To tuck up the front curled part of the wearing cloth by doubling it at the navel