କୁଘଟନ Kughaṭana

  • ଦେ. ବିଣ. (ସଂ. କୁ+ଗଠନ) — ଅସୁନ୍ଦର; ଅଘଟଣ — Unsymmetrical; of indecent make or build
  • ଦେ. ବିଣ. (ସଂ. କୁ+ଗଠନ) — ସ୍ୱଭାବେ ଦିଶେ କୁଘଟନ, ବୃଦ୍ଧ ଭିକ୍ଷୁକ ସେ ବ୍ରାହ୍ମଣ। ଜଗନ୍ନାଥ, ଭାଗବତ।