କୁକ୍ଷି Kukshi

  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଉଦର; ପେଟ — Belly; abdomen
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଭ୍ରୂଣାଶୟ; ଗର୍ଭ — Womb
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଗୁହା — Cavity; cave
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଅଭ୍ୟନ୍ତର; ଅନ୍ତଃସ୍ଥଳ — Inside; interior
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — କୋମଳତର ମୋହନ କୁ଼ଞ୍ଜକୁକ୍ଷିରୁ ନିସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ କ. ଗୀତ।
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଉପତ୍ୟକା — Valley (M.W.)
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଉପସାଗର — Bay; gulf (M.W.)
  • ସଂ. ବି. ସ୍ତ୍ରୀ. (କୁ ଧାତୁ=ନିର୍ଗତ ହେବା+କର୍ତ୍ତୃ, କ୍ସି) — ଖଡ୍ଗାଧାର; ଖଣ୍ଡାର ଖୋଳ — Sheath of a sword (M.W.)