କୁଙ୍କୁଡ଼ିବା Kuṅkuṟḍ̠ibā
- ଦେ. କ୍ରି. (ସଂ. କୁଞ୍ଚନ) — ମୋଡ଼ି ହୋଇଯିବା — To be twisted
- ଦେ. କ୍ରି. (ସଂ. କୁଞ୍ଚନ) — ସଂକୁଚିତ ହେବା; ସାଂକୁଶିଯିବା — To shrivel up; to contract; to be contracted
- ଦେ. କ୍ରି. (ସଂ. କୁଞ୍ଚନ) — କୁଞ୍ଚୁକୁଞ୍ଚିଆ ହେବା — To curl up; to be curled; to become wrinkled
- ଦେ. କ୍ରି. (ସଂ. କୁଞ୍ଚନ) — ଲଇଁଯିବା — To be bent