କୁକ୍ଷିଗତ Kukshigata

  • ସଂ. ବିଣ. ( 2 ୟା ତତ୍; କୁକ୍ଷି+ଗତ) — ଉଦରଗତ — Entered into the belly
  • ସଂ. ବିଣ. ( 2 ୟା ତତ୍; କୁକ୍ଷି+ଗତ) — ଗର୍ଭସ୍ଥ — In the womb
  • ସଂ. ବିଣ. ( 2 ୟା ତତ୍; କୁକ୍ଷି+ଗତ) — ଉଦରସ୍ଥ — Being in the belly