କୁଆଡ଼େ Kuāṟḍ̠e

  • ଦେ. ଅ — କେଉଁ ଦିଗରେ — In what direction
  • ଦେ. ଅ — କେଉଁ ଦିଗକୁ — To what direction; where
  • ଦେ. ଅ — (ଅନୁମାନାର୍ଥକ) କେଜାଣି; ମୁଁ ଅନୁମାନ କରୁଛି; ମୁଁ ଶୁଣୁଛି — (Used in supposition) I hear; me seems; I trow
  • ଦେ. ଅ — (ଯଥା—ସେ କୁଆଡ଼େ ପୁରୀସହରକୁ ଆସିଥିଲେ।)
  • ଦେ. ଅ — (ପ୍ରଶ୍ନାର୍ଥକ) କି — What; is it?
  • ଦେ. ଅ — (ଯଥା—ମୁଁ କୁଆଡ଼େ ଆପଣଙ୍କର ନିନ୍ଦା କରୁଥିଲି?)
  • ଦେ. ଅ — କାହିଁକି; କିହେତୁ — Why
  • ଦେ. ଅ — କେଉଁ ସ୍ଥାନରେ — In what place
  • ଦେ. ଅ — କେଉଁ ସ୍ଥାନକୁ — To what place