କୁଆବାବୁରି Kuābāburi
- ପ୍ରାଦେ. (ସମ୍ବଲପୁର) ବି — ଗନ୍ଧତୁଳସୀଜାତୀୟ କ୍ଷୁଦ୍ର ଗୁଳ୍ମ ବିଶେଷ — A small herbaceous plant
- ପ୍ରାଦେ. (ସମ୍ବଲପୁର) ବି — ବିଟଖଦିର ଗଛ; ବବୁରଜାତୀୟ ବୃକ୍ଷ — Acacia Farnesiana; Spongetree; Mimosa
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏହାର ସୁଗନ୍ଧ ହଳଦିଆ ଫୁଲରୁ ଏକପ୍ରକାର ସୁବାସ ଦ୍ରବ୍ୟ — Cassie perfumeପ୍ରସ୍ତୁତ ହୁଏ]