କୁଆମଇତା Kuāmaitā

  • ଦେ. ବି. (ସଂ. କାକମର୍ଦ୍ଦ) — ବିମ୍ବଜାତୀୟ ଲତା ଓ ତାହାର ଫଳବିଶେଷ — A kind of kitchen-fruit and its creeper; Tricosanthes Cucumerine; Cephalandra Indica (Kirtikar)
  • ଦେ. ବି. (ସଂ. କାକମର୍ଦ୍ଦ) — କୁଆମଇତା ଆଦି ଫଳ ଯେ ପୋଟଳ ଶ୍ରାଦ୍ଧରେ ଏହା ନ ବାଢ଼ିବ ଋଷିବାଳ—କୃଷ୍ଣସିଂହ, ମହାଭାରତ, ଅନୁଶାସନ।
  • ଦେ. ବି. (ସଂ. କାକମର୍ଦ୍ଦ) — [ଦ୍ର—ଏ ଲତା ପୋଟଳଲତା ପରି। ମାଈ ଅଣ୍ଡିରା ଭେଦରେ ଏହା ଦୁଇ ପ୍ରକାର। ଏହାର ଫଳ ପୋଟଳ ପରି ଏବଂ ଲୋକେ ଏହାକୁ ତରକାରି କରନ୍ତି। କେତେ ଜାତୀୟ କୁଆମଇତା ଭାରୀ ପିତା।]