କୁଆପଥର Kuāpathara

  • ଦେ. ବି. (ସଂ. କରକା ଓ ପ୍ରସ୍ତର) — ବର୍ଷୋପଳ; ମେଘରୁ ପଡ଼ିବା ଗୋଟାଳିଆ ବରଫ ବା ଘନୀଭୁତ ଜଳ — Hailstone
  • ଦେ. ବି. (ସଂ. କରକା ଓ ପ୍ରସ୍ତର) — ବଡ଼ ବଡ଼ କୁଆପଥର ତଳେ ପଡ଼ି—କୃଷ୍ଣସିଂହ, ମହାଭାରତ, ବନ।