କୁଆଁର Kuāñra
- ଦେ. ବି — ଅବିବାହିତ ଯୁବକ — Unmarried young man; a bachelor
- ଦେ. ବି — କୁମାର — 2. Male child
- ଦେ. ବି — ଗମ୍ଭାରୀ (ଦେଖ) — Gambhārī (See)
- ପ୍ରାଦେ. (ସମ୍ବଲପୁର; ତୁଳ; ହି. କ୍ୱାର=ଆଶ୍ୱିନ ମାସ) ବି — କାର୍ତ୍ତିକମାସ — Month of Kārttika
- ପ୍ରାଦେ. (ଗଡ଼ଜାତ) ବି — ଗାଈଗୋଠ — Cattle-pen