କିଶୋରୀ Kiṡorī

  • ସଂ. ବିଣ. ସ୍ତ୍ରୀ. (କିଶୋଇ+ସ୍ତ୍ରୀ. ଈ) — ନବଯୁବତୀ; ଯୁବତୀ — Young (Woman)
  • ସଂ. ବି — ଯୁବତୀ ସ୍ତ୍ରୀ — Young girl
  • ସଂ. ବି — କୁମାରୀ — Maiden
  • ସଂ. ବି — (ଯୁବତୀ ଥିବାରୁ) ରାଧିକା — Rādhikā, the sweet-heart of Kṛushṇa
  • ସଂ. ବି — ପିଇ ଦିଅନ୍ତି କି ଗୋଟି ଯାକ ସେ କିଶୋରୀ କି ରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ତ ଗୀତ।
  • ସଂ. ବି — ଘୋଡ଼ାର ମାଈଛୁଆ — A female colt (M.W.)
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — Name given to females