କିଶୋରୀପୂଜା Kiṡorīpūjā

  • ସଂ. ବି. ( 6 ଷ୍ଠୀ ତତ୍; କିଶୋରୀ+ପୂଜା) — ଶ୍ରୀକୃଷ୍ଣଙ୍କଠାରେ ଏକାନ୍ତ ଦତ୍ତମନା କୌଣସି ଯୁବତୀକୁ ରାଧିକାରୂପେ କଳ୍ପନା କରି ତାହାଙ୍କୁ ପୂଜା କରିବାଦ୍ୱାରା କୃଷ୍ଣଭକ୍ତିରସାସ୍ୱାଦନ (ଏହା ବୈଷ୍ଣବ ସାଧନାର ଅଙ୍ଗବିଶେଷ) — A mode of worship amongst Ba̲i̱shṇabas, consisting of worshipping a young woman by assuming her to be Rādhā, the sweet- heart of Ṡrīkṛushna