କିଟ୍ଟ Kiṭṭa
- ସଂ. ବି. (କିଟ୍ ଧାତୁ=ଶରୀର ପ୍ରଭୃତିରୁ ନିର୍ଗତ ହେବା+ କର୍ତ୍ତୃ. ତ) — ଶରୀରର ମଳ (ଯଥା—ବିଷ୍ଠା, କାନଗୁହ, ଲେନ୍ଦେରା ଓ ଛତିଆ ଇତ୍ୟାଦି) — Excrements thrown out by the body
- ସଂ. ବି. (କିଟ୍ ଧାତୁ=ଶରୀର ପ୍ରଭୃତିରୁ ନିର୍ଗତ ହେବା+ କର୍ତ୍ତୃ. ତ) — ଧାତୁ ମଳ (ଯଥା—ଲୁହାଗୁହ; କଳଙ୍କି)—ମରିଚା — Rust of metals; refuse or rubbish thrown out by burnt or oxidised metals
- ସଂ. ବି. (କିଟ୍ ଧାତୁ=ଶରୀର ପ୍ରଭୃତିରୁ ନିର୍ଗତ ହେବା+ କର୍ତ୍ତୃ. ତ) — ତୈଳାଦିର କାଣ୍ଟି — Sediment
- ସଂ. ବି. (କିଟ୍ ଧାତୁ=ଶରୀର ପ୍ରଭୃତିରୁ ନିର୍ଗତ ହେବା+ କର୍ତ୍ତୃ. ତ) — ତରଳ ପଦାର୍ଥ ଛଣା ହେବା ଉତ୍ତାରୁ ଅବଶିଷ୍ଟ ରହିଯିବା ସିଠା — Dregs; refuse left out of sifted liquids