କିଟ୍କିଟି Kiṭkiṭi

  • ଦେ. ଅ. (ଗଛ ଭାଙ୍ଗିବାର, ରଥାଦି ଚଳିବାର ଓ ହାଡ଼ ଭାଙ୍ଗିବା ପ୍ରଭୃତିର ଧ୍ୱନ୍ୟନୁକରଣ) — କଟ କଟ ଶବ୍ଦ — Sound of breaking of trees and bones or of drawing of cars etc; snapping of hard things