କିଟ୍କିଟ୍ Kiṫkiṫ

  • ଦେ. ବିଣ — ଘନ; ଗଭୀର (ଅନ୍ଧାର) — Intense (drakness); pitch (darkness)
  • ଦେ. ବିଣ — (ଯଥା—ଅମାବାସ୍ୟା ରାତିର କିଟ୍କିଟ୍ ଅନ୍ଧାରରେ ବାଟ ବାରି ହୁଏ ନାହିଁ।)
  • ଦେ. ବିଣର ବିଣ — ଅତ୍ୟନ୍ତ ବା ଗଭୀର (ଅନ୍ଧାକାରମୟ) — Very or intensely (dark)
  • ଦେ. ବିଣର ବିଣ — (ଯଥା—ଦିନ ଦି ପହରେ ଗୁମ୍ଫା ଭିତରେ କିଟ୍ କିଟ୍ ଅନ୍ଧାର ବା ଅନ୍ଧାର କିଟ୍ କିଟ୍ ଦିଶୁଛି।)
  • ଦେ. ଅ — କଟ୍କଟ୍ (ଦେଖ) — Katṭkaṭ (See)