କିଡ଼ିମିଡ଼ିଆ Kiṟḍ̠imiṟḍ̠iā

  • ଦେ. ବିଣ — କିଟ୍କିଟିଆ (ଦେଖ) — Kiṭkiṭiā (See)
  • ଦେ. ବିଣ — ଚିଡ଼ଲ; ଚିଡ଼୍ଚିଡ଼ିଆ; ଯେ ରାଗିଯାଇ ଦାନ୍ତ ଚୋବାଏ — Easily provoked in to grinding rage