କିଜାଣି Kijāṇi

  • ଦେ. ଅ — କେଜାଣି; ବୋଧହୁଏ; ସମ୍ଭବତଃ — Perhaps; may be
  • ଦେ. ଅ — ମତେ ଏହା ଜଣା ନାହିଁ — I don't know
  • ଦେ. ଅ — ଏହା ଅନିଶ୍ଚିତ — Who can tell; who knows
  • ଦେ. ଅ — ପରି; ସଦୃଶ — Like
  • ଦେ. ଅ — କାଳେ — Lest