କିଞ୍ଚିତ Kin̄chita
- ଦେ. ବିଣ. (ସଂ. କିଞ୍ଚିତ୍) — ନଗଣ୍ୟ; ଅକିଞ୍ଚିତ୍କର — Insignificant; of no importance
- ଦେ. ବିଣ. (ସଂ. କିଞ୍ଚିତ୍) — ସାମାନ୍ୟ — Slight
- ଦେ. ବିଣ. (ସଂ. କିଞ୍ଚିତ୍) — ଅନା ଅନା ସୁନୟନା କିଞ୍ଚିତ୍ କୃପାରେ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବିଣ. (ସଂ. କିଞ୍ଚିତ୍) — ଅତିଅଳ୍ପ — very little
- ଦେ. ବିଣ. (ସଂ. କିଞ୍ଚିତ୍) — ଅତିନୀଚ; ଇତର — Very low
- ଦେ. ବିଣ. (ସଂ. କିଞ୍ଚିତ୍) — ବସିବେ ଉଚ୍ଚ ସମାନେ ବେଭାରେ କିଞ୍ଚିତ୍ମାନେ। ଭଞ୍ଜ, ବୈଦେହୀଶବିଳାସ।