କିଛିନାଁକିଛି Kichhināñkichhi

  • ଦେ. ସର୍ବନାମ — କିଛିହେଲେ — Something or other
  • ଦେ. ସର୍ବନାମ — ଯତ୍ ସାମାନ୍ୟ ହେଉ ପଛକେ — Anything however little or small; something at least
  • ଦେ. ସର୍ବନାମ — ବେଶି ହେଉ ବା କମି ହେଉ ଅବଶ୍ୟ କିଛି — Something either large or Small