କିଛି Kichhi

  • ଦେ. ସର୍ବନାମ. (ସଂ. କିଞ୍ଚିତ୍; ତୁଳ—ପ୍ରାଚୀନ; ବଂ. କିଛୁ) — ଅନିର୍ଦ୍ଧିଷ୍ଟ ପରିମାଣ — Uncertain quantity
  • ଦେ. ସର୍ବନାମ. (ସଂ. କିଞ୍ଚିତ୍; ତୁଳ—ପ୍ରାଚୀନ; ବଂ. କିଛୁ) — ଅଳ୍ପପରିମାଣ — Little quantity; some; a little
  • ଦେ. ସର୍ବନାମ. (ସଂ. କିଞ୍ଚିତ୍; ତୁଳ—ପ୍ରାଚୀନ; ବଂ. କିଛୁ) — ଅନିର୍ଦ୍ଦିଷ୍ଟ କାର୍ଯ୍ୟ ବା ବସ୍ତୁ — Anything; some thing
  • ଦେ. ବିଣ — ପରିମାଣରେ ଅଳ୍ପ; କିଞ୍ଚିତ୍; ସାମାନ୍ୟ — Little; slight
  • ଦେ. ବିଣ — ସଂଖ୍ୟାରେ ଅଳ୍ପ — Few
  • ଦେ. କ୍ରି. ବିଣ — ଅଳ୍ପ ପରିମାଣରେ — A little; in small quantity
  • ଦେ. ଅ—(ପ୍ରଶ୍ନାର୍ଥକ) — କି? — What?
  • ଦେ. ଅ—(ପ୍ରଶ୍ନାର୍ଥକ) — (ଯଥା—ମୁଁ କିଛି ତୁନି ହୋଇ ବସିଛି?)