କିଚ୍କିଚ୍ Kichkich

  • ଦେ. ଅ. (ଧ୍ୱନ୍ୟନୁକରଣ) — କଚ୍କଚ୍ (ଦେଖ) — Kachkach (See)
  • ଦେ. ଅ. (ଧ୍ୱନ୍ୟନୁକରଣ) — କିଚିରିମିଚିରି (ଦେଖ) — Kichirimirichiri. (See)
  • ଦେ. ଅ. (ଧ୍ୱନ୍ୟନୁକରଣ) — କିଚ୍ କିଚ୍ ଶବ୍ଦ କରି ବର ଫଳ ଖାଉଛନ୍ତି— ଫକୀରମୋହନ, ଗଳ୍ପସ୍ୱଳ୍ପ।