କାଳାନଳ Kāḻānaḻa

  • ସଂ. ବି. (କାଳ=ସର୍ବସଂହାରକ+ଅନଳ) — ପ୍ରଳୟକାଳୀନ ସର୍ବଗ୍ରାସୀ ଅଗ୍ନି — The all-devouring fire of the universal dissolution
  • ସଂ. ବି. (କାଳ=ସର୍ବସଂହାରକ+ଅନଳ) — କାଳାନଳ ପରାୟେକ ସଙ୍ଗେ ଦୈତ୍ୟ ଗୋଷ୍ଠି। ମହାଦେବ ବିଷ୍ଣୁକେଶରୀ ପୁରାଣ।