କାଳସ୍କନ୍ଧ Kāḻaskandha
- ସଂ. ବି. (ବହୁବ୍ରୀହି;କାଳ=କଳା+ସ୍କନ୍ଧ) — ଜୀବକ (ଦେଖ) — Jībaka (See)
- ସଂ. ବି. (ବହୁବ୍ରୀହି;କାଳ=କଳା+ସ୍କନ୍ଧ) — କେନ୍ଦୁ (ଗଛ) (ଦେଖ) — Kendu (tree) (See)
- ସଂ. ବି. (ବହୁବ୍ରୀହି;କାଳ=କଳା+ସ୍କନ୍ଧ) — ଉଦୁମ୍ବର ଗଛ — The big fig tree
- ସଂ. ବି. (ବହୁବ୍ରୀହି;କାଳ=କଳା+ସ୍କନ୍ଧ) — ତମାଳ (ବୃକ୍ଷ) (ଦେଖ) — Tamāḻa (tree) (See)