କାଳାନ୍ତର Kāḻāntara
- ସଂ. ବି. (ପରନିପାତ; କର୍ମଧା; ଅନ୍ଯ+କାଳ; ଅନ୍ୟଠାରେ 'ଅନ୍ତର' ଆଦେଶ) — ଅନ୍ଯ ସମୟ — Another time
- ସଂ. ବି. (ପରନିପାତ; କର୍ମଧା; ଅନ୍ଯ+କାଳ; ଅନ୍ୟଠାରେ 'ଅନ୍ତର' ଆଦେଶ) — ଅତୀତ କାଳ — Past time; the past
- ସଂ. ବି. (ପରନିପାତ; କର୍ମଧା; ଅନ୍ଯ+କାଳ; ଅନ୍ୟଠାରେ 'ଅନ୍ତର' ଆଦେଶ) — ଆଗାମୀ କାଳ; ଭବିଷ୍ୟତ୍ — Future time; the future