କାଳାଗୁରୁ Kāḻāguru

  • ସଂ. ବି. (କାଳ+ଅଗୁରୁ) — କୃଷ୍ଣ ଚନ୍ଦନ; କୃଷ୍ଣବର୍ଣ୍ଣ ସୁଗନ୍ଧ କାଷ୍ଠବିଶେଷ — Aloeswood; Eaglewood (tree)
  • ସଂ. ବି. (କାଳ+ଅଗୁରୁ) — ଗୁଗ୍ଗୁଳ (ଦେଖ) — Gugguḻa (See)