କାମ୍ୟେକ Kāmyeka

  • ଗ୍ରା. (ପ୍ରାଚୀନ ପଦ୍ଯ) ବି (ସଂ. କାମ୍ୟକ) — କାମ୍ୟକ ବନ ନିକଟସ୍ଥ ପର୍ବତବିଶେଷ — Name of a mountain near Kāmyaka forest
  • ଗ୍ରା. (ପ୍ରାଚୀନ ପଦ୍ଯ) ବି (ସଂ. କାମ୍ୟକ) — କାମ୍ୟେକ ବୋଲି କରି ଯେ ଏକର ପର୍ବତ ଥଳି ଉତ୍ସର୍ଗ କରିଣ ସେହୁ ପଞ୍ଚଭ୍ରାତ। ସାରଳା, ମହାଭାରତ, ବନ।