କାମ୍ୟମାନ Kāmyamāna

  • ସଂ. ବିଣ. ପୁଂ. (କାମି ଧାତୁ+କର୍ମ. ମାନ) — ପ୍ରାର୍ଥ୍ୟମାନ; ଯାହା ପାଇଁ ପ୍ରାର୍ଥନା କରାଯାଏ — Wished for; prayed for