କାମକଳା Kāmakaḻā

  • ସଂ. ବି. ସ୍ତ୍ରୀ.—( 6 ଷ୍ଠୀ ତତ୍; କାମ+କଳା=ଅଂଶ) — ରତି; କନ୍ଦର୍ପପତ୍ନୀ — The wife of God Cupid
  • ସଂ. ବି. ସ୍ତ୍ରୀ.—( 6 ଷ୍ଠୀ ତତ୍; କାମ+କଳା=ଅଂଶ) — (ମ. ପ. ଲୋ; କାମସମ୍ବନ୍ଧୀୟ କଳା) କାମଶାସ୍ତ୍ର — The Science of love; erotic science