କାମକାର୍ୟ୍ୟ Kāmakārj̄ya

  • ଦେ. ବି.—(ଏକାର୍ଥକ ସହଚର ଶଦ୍ଦ) — ବ୍ଯବସାୟ — Business
  • ଦେ. ବି.—(ଏକାର୍ଥକ ସହଚର ଶଦ୍ଦ) — ବୃତ୍ତି — Occupation
  • ଦେ. ବି.—(ଏକାର୍ଥକ ସହଚର ଶଦ୍ଦ) — ଅବଲମ୍ବନ; ଜୀବିକା — Employment; means of livelihood
  • ଦେ. ବି.—(ଏକାର୍ଥକ ସହଚର ଶଦ୍ଦ) — ଚାକିରି — Service
  • ଦେ. ବି.—(ଏକାର୍ଥକ ସହଚର ଶଦ୍ଦ) — କୌଣସି ପ୍ରକାରର କର୍ମ — Any work or act