କାମକତୁରୀ Kāmakaturī

  • ଦେ. ବି.—(ରୂପକ; ସଂ. କାମ+କର୍ତ୍ତରୀ) — କାମରୂପ କତୁରୀ — Cupid or lust compared to a cutting instrument
  • ଦେ. ବି.—(ରୂପକ; ସଂ. କାମ+କର୍ତ୍ତରୀ) — ଧେର୍ଯ୍ୟ ଅଙ୍କୁରକୁ ସେ କାମକତୁରୀ। ରାଧାନାଥ, ମେଘଦୂତ।