କାମକରିବା Kāmakaribā

  • ଦେ. କ୍ରି.—(ସଂ. କର୍ମ+କୃ ଧାତୁ) — କାର୍ଯ୍ୟସାଧନ କରିବା — To do any work
  • ଦେ. କ୍ରି.—(ସଂ. କର୍ମ+କୃ ଧାତୁ) — ପରିଶ୍ରମ କରିବା — To labour
  • ଦେ. କ୍ରି.—(ସଂ. କର୍ମ+କୃ ଧାତୁ) — ଉପକାର କରିବା — To labour
  • ଦେ. କ୍ରି.—(ସଂ. କର୍ମ+କୃ ଧାତୁ) — ଫଳ ଦର୍ଶାଇବା — To be effectual