କାବୁଲ୍ Kābul
- ଦେ. ବି. (ନାମ)—(ଏଥିର ପ୍ରାଚୀନ ସଂ. ନାମ କୁଭା) — ଭାରତର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ସ୍ୱାଧୀନ ରାଜ୍ୟ ଆଫଗାନିସ୍ଥାନର ରାଜଧାନୀ — Kabul, the capital of Afghanistan
- ଦେ. ବି. (ନାମ)—(ଏଥିର ପ୍ରାଚୀନ ସଂ. ନାମ କୁଭା) — [ଦ୍ର—ଏହାର ଶାସନକର୍ତ୍ତାଙ୍କୁ ଅମୀର ବୋଲାଯାଏ।]
- ଦେ. ବି. (ନାମ)—(ଏଥିର ପ୍ରାଚୀନ ସଂ. ନାମ କୁଭା) — ସିନ୍ଧୁନଦୀର ଉପନଦୀ; ଏହା ହିନ୍ଦୁକୁଶ ପର୍ବତର ଶାଖା କୋହିବାବାରୁ ବାହାରି ପେଶବାର ନିକଟରେ ସିନ୍ଧୁ ନଦୀରେ ମିଶିଅଛି — Name of a tributary of the Indus on which the town Kabul stands