କାବେରୀ Kāberī
- ଦେ. ବି. (ନାମ)—(କଂ=ଜଳ+ବେର+ଅ+ସ୍ତ୍ରୀ. ଈ) — ଦାକ୍ଷିଣାତ୍ୟର ନଦୀବିଶେଷ — The river Kāberī in South India
- ଦେ. ବି. (ନାମ)—(କଂ=ଜଳ+ବେର+ଅ+ସ୍ତ୍ରୀ. ଈ) — [ଦ୍ର—କାବେରୀ ନଦୀ ଦାକ୍ଷିଣାତ୍ୟର କୁର୍ଗ ପ୍ରଦେଶାନ୍ତର୍ଗତ ପଶ୍ଚିମ— ଘାଟରୁ ବାହାରି ମହୀଶୂର ରାଜ୍ୟର ମଧ୍ୟଦେଇ କର୍ଣ୍ଣାଟ ପ୍ରଦେଶ ବାଟେ କରମଣ୍ଡଳ ଉପକୂଳରେ ବଙ୍ଗୋପସାଗରରେ ପଡ଼ିଅଛି। ଶ୍ରୀରଙ୍ଗ ପତ୍ତନ ଏହି ନଦୀକୂଳରେ ଅବସ୍ଥିତ। ଆଧୁନିକ କଞ୍ଜୀବେରମ୍ (ପ୍ରାଚୀନ କାଞ୍ଚୀ) ନଗର ଏହି ନଦୀକୂଳରେ ଅବସ୍ଥିତ; ଏହା ହିନ୍ଦୁମାନଙ୍କର ଗୋଟିଏ ତୀର୍ଥ।]
- ଦେ. ବି. (ନାମ)—(କଂ=ଜଳ+ବେର+ଅ+ସ୍ତ୍ରୀ. ଈ) — ମଳୟ ବଳୟ ରୂପା ବିମଳା କାବେରୀ। ରାଧାନାଥ, ମହାଯାତ୍ରା।
- ଦେ. ବି. (ନାମ)—(କଂ=ଜଳ+ବେର+ଅ+ସ୍ତ୍ରୀ. ଈ) — ହଳଦୀ — Turmeric
- ଦେ. ବି. (ନାମ)—(କଂ=ଜଳ+ବେର+ଅ+ସ୍ତ୍ରୀ. ଈ) — (ବହୁବ୍ରୀହି; କୁ+ବେର=ଶରୀର+ଈ)—ବେଶ୍ୟା — Prostitute; whore
- ଦେ. ବି. (ନାମ)—(କଂ=ଜଳ+ବେର+ଅ+ସ୍ତ୍ରୀ. ଈ) — ଦେଶବିଶେଷ — Name of a country