କାବ୍ୟ Kābya
- ସଂ. ବି. (କବି+ସ୍ୱାର୍ଥେ; ଭାବେ. ୟ) — ଅସୁରଗୁରୁ; ଶୁକ୍ରାଚାର୍ଯ୍ୟ — Ṡukrāchārjya. the preceptor of the Asuras
- ସଂ. ବି. (କବି+ସ୍ୱାର୍ଥେ; ଭାବେ. ୟ) — ରାସଭାବାତ୍ମକ ଗ୍ରନ୍ଥ; କବିକୃତ ରସମୟ ଗ୍ରନ୍ଥ — Poem full of sentiment; lyrical poem
- ସଂ. ବି. (କବି+ସ୍ୱାର୍ଥେ; ଭାବେ. ୟ) — କବିତା — Poem; poetry
- ସଂ. ବି. (କବି+ସ୍ୱାର୍ଥେ; ଭାବେ. ୟ) — ରହସ୍ୟମୟ କଥା — Humorous story
- ସଂ. ବିଣ — କବିସମ୍ବନ୍ଧୀୟ — relating to a poet
- ସଂ. ବିଣ — [ଦ୍ର— କାବ୍ୟମାନଙ୍କର ପ୍ରକାର; ଯଥା—ଦୃଶ୍ୟକାବ୍ୟ, ଚିତ୍ରକାବ୍ୟ, ନାଟ୍ୟକାବ୍ୟ, ମହାକାବ୍ୟ, ଖଣ୍ଡକାବ୍ୟ, ଗଦ୍ୟକାବ୍ୟ, ପଦ୍ଯକାବ୍ୟ; ସାଧାରଣତଃ କାବ୍ୟ 3 ଶ୍ରେଣୀର, ଯଥା—ଉତ୍ତମ, ମଧ୍ୟମ ଓ ଅଧମ। ଅଭିନୟଯୋଗ୍ୟ ଓ ଶ୍ରବଣ ବା ପଠନ ଯୋଗ୍ୟ ଭେଦରେ କାବ୍ୟ ଦୃଶ୍ୟ ଓ ଶ୍ରାବ୍ୟ ଦୁଇ ପ୍ରକାର ହୁଏ। କାବ୍ୟ ପଦ୍ୟମୟ ଓ ଗଦ୍ୟମୟ କିମ୍ବା ଗଦ୍ୟପଦ୍ୟମୟ ହୁଏ। ଯେଉଁ ଧାରାବାହିକ ବର୍ଣ୍ଣନା ପାଠ କଲେ ବା ଶୁଣିଲେ ବା ଦେଖିଲେ ପାଠକ, ଶ୍ରୋତା ବା ଦର୍ଶକର ମନରେ ନାନାଦି ରସମୟ ଭାବ (ଯଥା— ଶୋକ, ବିସ୍ମୟ, ଉତ୍ସାହ, କ୍ରୋଧ, ଭୟ, ଭକ୍ତି, ସ୍ନେହ, ଅନୁରାଗ, ଘୃଣା, ଆନନ୍ଦ) ଉଦିତ ହୁଏ ଓ କାବ୍ଯବର୍ଣ୍ଣିତ ବିଷୟକୁ ମାନସପଟରେ ଚିତ୍ରିତ କରି ସେହି ଚିତ୍ରର ରସ ଆସ୍ୱାଦନ କରି ମନୁଷ୍ୟ ତନ୍ମୟ ହୋଇଯାଏ ତାହା କାବ୍ୟ ଅଟେ। ଉତ୍କୃଷ୍ଟ କାବ୍ୟ ପାଠ କଲାବେଳେ ମନୁଷ୍ୟର ଆତ୍ମବିସ୍ମୃତି ଘଟେ ଓ ମନୁଷ୍ୟ ତନ୍ମୟ ହୋଇ କାବ୍ୟ ବର୍ଣ୍ଣିତ ନାୟକନାୟିକାଦିଙ୍କର ବର୍ଣ୍ଣିତ ଭାବ ଓ ଅବସ୍ଥାକୁ ନିଜେ ଅନୁଭବ କରି ସେମାନଙ୍କର ସୁଖଦୁଃଖ ନିଜେ ଭାଗୀ ହୁଏ।] — [ଦ୍ର— କାବ୍ୟମାନଙ୍କର ପ୍ରକାର; ଯଥା—ଦୃଶ୍ୟକାବ୍ୟ, ଚିତ୍ରକାବ୍ୟ, ନାଟ୍ୟକାବ୍ୟ, ମହାକାବ୍ୟ, ଖଣ୍ଡକାବ୍ୟ, ଗଦ୍ୟକାବ୍ୟ, ପଦ୍ଯକାବ୍ୟ; ସାଧାରଣତଃ କାବ୍ୟ3ଶ୍ରେଣୀର, ଯଥା—ଉତ୍ତମ, ମଧ୍ୟମ ଓ ଅଧମ ଅଭିନୟଯୋଗ୍ୟ ଓ ଶ୍ରବଣ ବା ପଠନ ଯୋଗ୍ୟ ଭେଦରେ କାବ୍ୟ ଦୃଶ୍ୟ ଓ ଶ୍ରାବ୍ୟ ଦୁଇ ପ୍ରକାର ହୁଏ କାବ୍ୟ ପଦ୍ୟମୟ ଓ ଗଦ୍ୟମୟ କିମ୍ବା ଗଦ୍ୟପଦ୍ୟମୟ ହୁଏ ଯେଉଁ ଧାରାବାହିକ ବର୍ଣ୍ଣନା ପାଠ କଲେ ବା ଶୁଣିଲେ ବା ଦେଖିଲେ ପାଠକ, ଶ୍ରୋତା ବା ଦର୍ଶକର ମନରେ ନାନାଦି ରସମୟ ଭାବ (ଯଥା— ଶୋକ, ବିସ୍ମୟ, ଉତ୍ସାହ, କ୍ରୋଧ, ଭୟ, ଭକ୍ତି, ସ୍ନେହ, ଅନୁରାଗ, ଘୃଣା, ଆନନ୍ଦ) ଉଦିତ ହୁଏ ଓ କାବ୍ଯବର୍ଣ୍ଣିତ ବିଷୟକୁ ମାନସପଟରେ ଚିତ୍ରିତ କରି ସେହି ଚିତ୍ରର ରସ ଆସ୍ୱାଦନ କରି ମନୁଷ୍ୟ ତନ୍ମୟ ହୋଇଯାଏ ତାହା କାବ୍ୟ ଅଟେ ଉତ୍କୃଷ୍ଟ କାବ୍ୟ ପାଠ କଲାବେଳେ ମନୁଷ୍ୟର ଆତ୍ମବିସ୍ମୃତି ଘଟେ ଓ ମନୁଷ୍ୟ ତନ୍ମୟ ହୋଇ କାବ୍ୟ ବର୍ଣ୍ଣିତ ନାୟକନାୟିକାଦିଙ୍କର ବର୍ଣ୍ଣିତ ଭାବ ଓ ଅବସ୍ଥାକୁ ନିଜେ ଅନୁଭବ କରି ସେମାନଙ୍କର ସୁଖଦୁଃଖ ନିଜେ ଭାଗୀ ହୁଏ]