କାବୁ କରିବା Kābu karibā

  • ଦେ. କ୍ରି — କ୍ଷମତାହୀନ କରିବା — To render powerless
  • ଦେ. କ୍ରି — ଅନାୟତ୍ତ କରିବା — To bring under control
  • ଦେ. କ୍ରି — ଦୃଢ଼ଭାବରେ ଧରିବା — To securely grip; to secure
  • ଦେ. କ୍ରି — ପରାଜିତ କରିବା — To vanquish;