କାଫଲା Kāphalā

  • ବୈଦେ. ବି. (ଆ. କାଫିଲା) — ତୀର୍ଥଯାତ୍ରୀଙ୍କ ଦଳ; ପଥିକଙ୍କ ଦଳ — A company of travellers; a caravan
  • ବୈଦେ. ବି. (ଆ. କାଫିଲା) — [ଦ୍ର—କଟକରେ ଗୋଟିଏ ବଜାରରେ ନାମ କାଫଲା— ବଜାର।]
  • ବୈଦେ. ବି. (ଆ. କାଫିଲା) — ଦଳ — A company; group