କାପ୍ୟକର Kāpyakara
- ସଂ. ବିଣ. ପୁଂ. (କୁ=କୁତ୍ସିତ+ଆପ୍ୟ=ପ୍ରାପ୍ୟ+କାପ୍ୟ; କାପ୍ୟ+ କୃ ଧାତୁ+କର୍ତ୍ତୃ. ଅ) — ଯେ ପାପ କରି ପ୍ରକାଶ କରେ। ଯେ ସ୍ୱକୃତ ପାପ ପ୍ରକାଶ ପୂର୍ବକ ପାପମୁକ୍ତ ହେବ ବୋଲି ମନେ କରେ (ଜ୍ଞାନେନ୍ଦ୍ର) — A person who confesses and publishes his sins
- ସଂ. ବିଣ. ପୁଂ. (କୁ=କୁତ୍ସିତ+ଆପ୍ୟ=ପ୍ରାପ୍ୟ+କାପ୍ୟ; କାପ୍ୟ+ କୃ ଧାତୁ+କର୍ତ୍ତୃ. ଅ) — ପାପକାରୀ; ପାପାଚାରୀ (ଜ୍ଞାନେନ୍ଦ୍ର) — Sinful; sinning