କାପ୍ତା କାପ୍ତି Kāptā kāpti

  • ଦେ. ବି. (ସହଚର ଶବ୍ଦ; କପୋତ+କପୋତୀ) — କପୋତ ଦ୍ୱନ୍ଦ — A pair of doves
  • ଦେ. ବି. (ସହଚର ଶବ୍ଦ; କପୋତ+କପୋତୀ) — ପୁରାଣୋକ୍ତ କପୋତ କପୋତୀ — The mythological pair of doves mentioned in the Purāṇas
  • ଦେ. ବି. (ସହଚର ଶବ୍ଦ; କପୋତ+କପୋତୀ) — [ଦ୍ର— 1 । ଗୋଟିଏ କପୋତକୁ ବ୍ୟାଧ ଧରି ତାକୁ ଅଗ୍ନିରେ ପୋଡ଼ିଲା, ଏହା ଦେଖି କପୋତି ସେ ଅଗ୍ନିରେ ପଡ଼ି ଝାସ ଦେଇ ଥିବା କଥା ପୁରାଣରେ ଅଛି। 2 । କାର୍ତ୍ତିକ ମାସରେ ହରଷ୍ୟଶୀମାନେ ହବିଷ୍ୟାନ୍ନ ବଢ଼ା ହୋଇଥିବା ପତରକୁ ରାଧାଦାମୋଦରଙ୍କ ନାମରେ ନୈବେଦ୍ୟରୂପେ ଉତ୍ସର୍ଗ କରିସାରି ସେହି ପତର ପାଖରେ ଦୁଇ ଖଣ୍ଡି ସାନ ପତ୍ରରେ କିଞ୍ଚିତ୍ ଅନ୍ନ ରଖି ସେ ଦୁଇଖଣ୍ଡି ପତ୍ରକୁ କାପ୍ତା ଓ କାପ୍ତିଙ୍କ ନାମରେ ପାଣିଛଡ଼ାନ୍ତି।] — [ଦ୍ର—1 ଗୋଟିଏ କପୋତକୁ ବ୍ୟାଧ ଧରି ତାକୁ ଅଗ୍ନିରେ ପୋଡ଼ିଲା, ଏହା ଦେଖି କପୋତି ସେ ଅଗ୍ନିରେ ପଡ଼ି ଝାସ ଦେଇ ଥିବା କଥା ପୁରାଣରେ ଅଛି2 କାର୍ତ୍ତିକ ମାସରେ ହରଷ୍ୟଶୀମାନେ ହବିଷ୍ୟାନ୍ନ ବଢ଼ା ହୋଇଥିବା ପତରକୁ ରାଧାଦାମୋଦରଙ୍କ ନାମରେ ନୈବେଦ୍ୟରୂପେ ଉତ୍ସର୍ଗ କରିସାରି ସେହି ପତର ପାଖରେ ଦୁଇ ଖଣ୍ଡି ସାନ ପତ୍ରରେ କିଞ୍ଚିତ୍ ଅନ୍ନ ରଖି ସେ ଦୁଇଖଣ୍ଡି ପତ୍ରକୁ କାପ୍ତା ଓ କାପ୍ତିଙ୍କ ନାମରେ ପାଣିଛଡ଼ାନ୍ତି]