କାଫର୍ Kāphar
- ବୈଦେ. ବି (ଆ. କାଫର୍; କାଫିର୍) — ନାସ୍ତିକ; ଯେ ଏକେଶ୍ୱରବାଦୀ ନୁହେ — Atheist; an infidel
- ବୈଦେ. ବି (ଆ. କାଫର୍; କାଫିର୍) — (ମୁସଳମାନ୍ ମତରେ) ମୁସଳମାନ୍ମାନଙ୍କ ଛଡ଼ା ଅନ୍ଯ ଧର୍ମାବଲମ୍ବୀ ବ୍ଯକ୍ତି — A non-Muslim; a heathen
- ବିଣ — ନାସ୍ତିକ — Atheisthen
- ବିଣ — ଯେ ଏକେଶ୍ୱରବାଦୀ ନୁହେ — Not believing in one God-head
- ବିଣ — [ଦ୍ର—ଆ. କେୟାଫର୍ ବା କାଫର୍ ଶବ୍ଦର ଅର୍ଥ ଯେ ଆଖିରେ ନ ଦେଖି ବିଶ୍ୱାସ କରେ ନାହିଁ। ମୁସଳମାନ୍ମାନେ ଈଶ୍ୱରଙ୍କୁ ଆଖିରେ ନ ଦେଖି ହଜ୍ରତ୍ ମହମ୍ମଦଙ୍କଠାରୁ ଶୁଣି ଈଶ୍ୱରଙ୍କୁ ବିଶ୍ୱାସ କଲେ ବୋଲି ସେମାନେ କାଫର୍ ନୁହନ୍ତି। ମୁସଳମାନଙ୍କ ମତରେ ହିନ୍ଦୁମାନେ ଈଶ୍ୱରଙ୍କୁ ଆଖିରେ ନ ଦେଖି ବିଶ୍ୱାସ କରନ୍ତି ନାହିଁ, ଅର୍ଥାତ୍ ଈଶ୍ୱରଙ୍କୁ ପ୍ରତିମାରୂପେ ଆଖିରେ ଦେଖି ବିଶ୍ୱାସ କରନ୍ତି, ଅତଏବ ସେମାନେ କାଫର୍। ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ଫକୀର୍ ଆଲାଫ୍ ସାହାଙ୍କ ବ୍ୟାଖ୍ୟା।]