କାପାଳ Kāpāḻa

  • ସଂ. ବିଣ. (କପାଳ+ସମ୍ବନ୍ଧାର୍ଥେ. ଅ) — କପାଳ ବା ମୁଣ୍ଡର ଖପୁରିସମ୍ବନ୍ଧୀୟ — Cranial; relating to the skull
  • ସଂ. ବି. ପୁଂ — ନଟ — Actor
  • ସଂ. ବି. ପୁଂ — ଭଣ୍ଡାରି — Barber