କାପାଳିନୀ Kāpāḻinī

  • ସଂ. ବିଣ. ସ୍ତ୍ରୀ. (କାପାଳିନ୍+ସ୍ତ୍ରୀ. ଈ) — କାପାଳୀର ସ୍ତ୍ରୀଲିଙ୍ଗ — Feminine of Kāpāḻī
  • ସଂ. ବି. ସ୍ତ୍ରୀ — ନଟୀ; ବେଶ୍ୟା (ପ୍ରକୃତିବାଦ) — Actress; dancing girl
  • ସଂ. ବି. ସ୍ତ୍ରୀ — ଭଣ୍ଡାରୁଣୀ (ପ୍ରକୃତିବାଦ) — A barber woman