କାପଥ Kāpatha
- ସଂ. ବି. (କର୍ମଧାରୟ; କୁ+ପଥିନ୍; କୁ ସ୍ଥାନରେ 'କା' ଆଦେଶ; ତୁଳ. କାପୁରୁଷ) — କୁପଥ; କୁତ୍ସିତ ମାର୍ଗ — Bad road
- ସଂ. ବି. (କର୍ମଧାରୟ; କୁ+ପଥିନ୍; କୁ ସ୍ଥାନରେ 'କା' ଆଦେଶ; ତୁଳ. କାପୁରୁଷ) — ନିନ୍ଦିତ ଆଚରଣ — Evel ways; evel conduct
- ସଂ. ବି. (କର୍ମଧାରୟ; କୁ+ପଥିନ୍; କୁ ସ୍ଥାନରେ 'କା' ଆଦେଶ; ତୁଳ. କାପୁରୁଷ) — ଦାନବିଶେଷ — A kind of religious gift
- ଦେ. ବିଣ — କୁମାର୍ଗାବଲମ୍ବୀ; ନିନ୍ଦିତାଚାରୀ — Taking to evil ways