କାପାଳିକ Kāpāḻika
- ସଂ. ବି. ପୁଂ (କପାଳ=ନରକପାଳ+ସମ୍ବର୍ନ୍ଧାର୍ଥେ. ଇକ) — ବାମାଚାରୀ ତାନ୍ତ୍ରିକ — A Tāntrika worshipper of Durgā of the order of 'Bāmāchārī'
- ସଂ. ବି. ପୁଂ (କପାଳ=ନରକପାଳ+ସମ୍ବର୍ନ୍ଧାର୍ଥେ. ଇକ) — [ଦ୍ର—କାପାଳିମାନେ ଦେହରେ ମଶାଣି ପାଉଁଶ ବୋଳି ହୁଅନ୍ତି; ଗଳାରେ ଅସ୍ଥିମାଳା ଧାରଣ କରନ୍ତି ଓ ବ୍ୟାଘ୍ରଚର୍ମ ପରିଧାନ କରନ୍ତି। ନରକପାଳ ଏମାନଙ୍କର ଭୋଜନପାତ୍ର ଓ ଭିକ୍ଷାପାତ୍ରର କାର୍ଯ୍ୟ କରେ। ଏମାନେ ସର୍ବଦା ଘଣ୍ଟାଧ୍ୱନି ସହ କାଳୀ ଓ ଭୈରବ ନାମ ଉଚ୍ଚାରଣ କରି ବୁଲନ୍ତି।]
- ସଂ. ବି. ପୁଂ (କପାଳ=ନରକପାଳ+ସମ୍ବର୍ନ୍ଧାର୍ଥେ. ଇକ) — ଶିଳ୍ପଜୀବୀ ଶୂଦ୍ରଜାତିବିଶେଷ — Name of an artisan class of the Ṡūdra caste
- ସଂ. ବିଣ — ନରକପାଳସମ୍ବନ୍ଧୀୟ — Cranial