କାଥିଟର୍ Kāthiṭar

  • ବୈଦେ. ବି. (ଇଂ. କାଥେଟର) — ରୋଗୀ ବା ପ୍ରସୂତୀର ପ୍ରସାବ ନ ହେଲେ ମୂତ୍ରଦ୍ୱାର ବାଟେ ମୂତ୍ରାଶୟ ପର୍ଯ୍ୟନ୍ତ ଯେଉଁ ଧାତୁମୟ ନଳକୁ ପୂରାଇ ଡାକ୍ତରମାନେ ସେହି ନଳ ବାଟେ ମୂତ୍ରାଶୟର ପ୍ରସାବ ନିଷ୍କାସନ କରାନ୍ତି — Catheter