କାଦମ୍ବର Kādambara

  • ସଂ. ବି. (କଦମ୍ବ+ରା ଧାତୁ=ଦାନ କରିବା+କର୍ତ୍ତୁ. ଅ) — ଦହିର ସର — The cream of curd
  • ସଂ. ବି. (କଦମ୍ବ+ରା ଧାତୁ=ଦାନ କରିବା+କର୍ତ୍ତୁ. ଅ) — ଏକପ୍ରକାର ମଦ୍ୟ — A kind of wine
  • ସଂ. ବି. (କଦମ୍ବ+ରା ଧାତୁ=ଦାନ କରିବା+କର୍ତ୍ତୁ. ଅ) — ଇକ୍ଷୁଗୁଡ଼ — Sugarcane-molasses