କାତ୍ୟାୟନ Kātyāyana

  • ସଂ. ବି. ପୁଂ. (କାତ୍ୟା+ସ୍ୱାର୍ଥେ. ଆୟନ) — କାତ୍ୟ (ଦେଖ) — Kātya (See)
  • ସଂ. ବି. ପୁଂ. (କାତ୍ୟା+ସ୍ୱାର୍ଥେ. ଆୟନ) — 'ଅଭିଧର୍ମ ଜ୍ଞାନ ପ୍ରସ୍ଥାନ' ଗ୍ରନ୍ଥ ପ୍ରଣେତା ବୌଦ୍ଧାଚାର୍ଯ୍ୟ — Name of a Buddhist author
  • ସଂ. ବି. ପୁଂ. (କାତ୍ୟା+ସ୍ୱାର୍ଥେ. ଆୟନ) — ପାଲୀ ବ୍ୟାକରଣ 'କାଚ୍ଚାୟନ' ପ୍ରଣେତା ବୌଦ୍ଧାଚାର୍ଯ୍ୟ — Name of Pāli grammarian