କାଦଖୁମ୍ପି Kādakhumpi
- ଦେ. ବି. (ସଂ. କର୍ଦମ ଖଞ୍ଜନା; ଖଞ୍ଜନା) — ଖଞ୍ଜନ ଜାତୀୟ ଏକ ପ୍ରକାର କୁଳେଚର ପକ୍ଷୀ; ଚାହା ଚଢ଼େଇ — A kind of migratory bird; spine; Gallinago Cælestis
- ଦେ. ବି. (ସଂ. କର୍ଦମ ଖଞ୍ଜନା; ଖଞ୍ଜନା) — [ଦ୍ର—ଏ ପକ୍ଷୀର ମାଂସ ସୁଖାଦ୍ୟ; ଏଥିପାଇଁ ଶିକାରୀମାନଙ୍କର ଏହା ପ୍ରିୟ। ଏ ପକ୍ଷୀ କାଦୁଅ ଅଣ୍ଡାଳି କାଦୁଅରୁ ପୋକ ଧରି ଖାଏ; ଏ ପକ୍ଷୀ ଏ ଦେଶରେ ଶୀତ କାଳରେ ଦେଖାଯାଏ; ଏହାର ତାଳୁ କଳା, ମୁଣ୍ଡର ଦୁଇ ପାଖ ଧଳା, ଗୋଡ଼ ସବଜା, ଗଳା ଓ ପିଠି ମାଟିଆ ଖଇରା । ଯୋଗେଶ ଚନ୍ଦ୍ର।]